Year: 2026

  • ପ୍ରଦୂଷଣ ରୋକିବାକୁ IOCLର ନୂଆ ପଦକ୍ଷେପ,ସହଯୋଗର ହାତ ବଢାଇଲା ନିୟତି ଇଂଣ୍ଡେନ!
    , , ,

    ପ୍ରଦୂଷଣ ରୋକିବାକୁ IOCLର ନୂଆ ପଦକ୍ଷେପ,ସହଯୋଗର ହାତ ବଢାଇଲା ନିୟତି ଇଂଣ୍ଡେନ!

    ବ୍ରହ୍ମପୁର: ବ୍ରହ୍ମପୁର ଗୋଷାଣୀନୂଆଗାଁ ନିକଟସ୍ଥ ନିୟତି କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ IOCLର ଓଡ଼ିଶା ଚିଫ୍ ଜେନେରାଲ୍ ମ୍ୟାନେଜର ନାରୋ ଟୁଣ୍ଡୁକଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଯୋଗଦେଇଥିଲେ। ଗ୍ୟାସ ବିତରକଙ୍କ ସୁବିଧା ପାଇଁ ଏହି ଗାଡ଼ିଗୁଡ଼ିକୁ ଉତ୍ସର୍ଗ କରାଯାଇଥିଲା। ଏହି ଅବସରରେ ନିୟତି କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ୍ସଟ୍ରାଲାଇଟ୍ ଗ୍ୟାସର ସୁବିଧା ଓ ସହଜ ଉପଲବ୍ଧତା କ୍ଷେତ୍ରରେ ନିୟତି ହାସଲ କରିଥିବା ସଫଳତାକୁ IOCL ମୁଖ୍ୟ ପ୍ରଶଂସା କରିଥିଲେ। ଅନ୍ୟପଟେ, ଗୋପାଳପୁରଠାରେ ପରିବହନ…

    Continue Reading

BlockSpare — News, Magazine and Blog Addons for (Gutenberg) Block Editor