Year: 2026

  • ବାରିପଦାରେ ଦବିଲା ରେଳଧାରଣା, ଟ୍ରେନ୍ ଚଳାଚଳ ବନ୍ଦ
    ,

    ବାରିପଦାରେ ଦବିଲା ରେଳଧାରଣା, ଟ୍ରେନ୍ ଚଳାଚଳ ବନ୍ଦ

    ବାରିପଦା: ଲଗାଣ ବର୍ଷାର ପ୍ରଭାବରେ ବାରିପଦା ଷ୍ଟେସନବଜାର ଅଞ୍ଚଳର ଶୁନଗଡ଼ିଆ ନିକଟରେ ପ୍ରାୟ ୫୦ ମିଟର ରେଳଧାରଣା ଦବିଯାଇଛି। ଏହା ଜଣାପଡ଼ିବା ପରେ ରେଳ ବିଭାଗ ପକ୍ଷରୁ ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ସୂଚନା ଅନୁସାରେ, ଗତକାଲି ପୁରୀ-ବାଙ୍ଗିରିପୋଷି ସୁପରଫାଷ୍ଟ ଟ୍ରେନ୍ ଯିବା ପରେ ରାତିରେ ଡିଏମୟୁ ଟ୍ରେନ୍ ଚଳାଚଳ ସମୟରେ ରେଳଧାରଣା ଦବିଥିବା ଜଣାପଡ଼ିଥିଲା। ଲଗାଣ ବର୍ଷା ଯୋଗୁ ମାଟି ଦବିଯିବାରୁ ଏଭଳି ସମସ୍ୟା ଦେଖାଦେଇଥିବା କୁହାଯାଉଛି। ଘଟଣା ସମ୍ପର୍କରେ…

    Continue Reading

BlockSpare — News, Magazine and Blog Addons for (Gutenberg) Block Editor