Year: 2026

  • ୨୭ ମାସର ବକେୟା ପାରିଶ୍ରମିକ ପାଇବା ପରେ ଟଙ୍କା ଆଦାୟ ଅଭିଯୋଗ, ତଦନ୍ତ ଦାବି
    ,

    ୨୭ ମାସର ବକେୟା ପାରିଶ୍ରମିକ ପାଇବା ପରେ ଟଙ୍କା ଆଦାୟ ଅଭିଯୋଗ, ତଦନ୍ତ ଦାବି

    ମୋହନା: ଦୀର୍ଘ ୨୭ ମାସ ଧରି ପାରିଶ୍ରମିକ ପାଇବାକୁ ଅପେକ୍ଷା କରିଥିଲେ ଆଞ୍ଚଳିକ ମଞ୍ଚ (ଇସି) ସଦସ୍ୟାମାନେ। ଶେଷରେ ବକେୟା ପାରିଶ୍ରମିକ ଆକାଉଣ୍ଟକୁ ଆସିବା ପରେ ପୁଣି ସେଥିରୁ ଲକ୍ଷାଧିକ ଟଙ୍କା ଆଦାୟ କରାଯାଇଥିବା ଅଭିଯୋଗ ଏବେ ଗଜପତି ଜିଲ୍ଲା ଆର୍‌.ଉଦୟଗିରି ବ୍ଲକ୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି। ଅଭିଯୋଗ ଅନୁସାରେ, ମହେନ୍ଦ୍ରଗଡ଼ ଓ ରଣ୍ଡିବା ପଞ୍ଚାୟତର ବିଭିନ୍ନ ଗାଁରେ କାର୍ଯ୍ୟରତ ଇସି ମେମ୍ବରମାନେ ପ୍ରାୟ ୨୭…

    Continue Reading

BlockSpare — News, Magazine and Blog Addons for (Gutenberg) Block Editor