Year: 2026

  • ଆଜି ଘରେ ଘରେ… “ନାନୀ, ତୋର ଆଇଲା କିଲ?”
    , ,

    ଆଜି ଘରେ ଘରେ… “ନାନୀ, ତୋର ଆଇଲା କିଲ?”

    ଘରେ ଘରେ ଚର୍ଚ୍ଚା, ମୋବାଇଲରେ ଖୋଜାଖୋଜି, ଆଉ ମୁହଁରେ ଗୋଟିଏ ପ୍ରଶ୍ନ— “ନାନୀ, ତୋର ଆଇଲା କିଲୋ?” ଆଜି ରକ୍ଷା ବନ୍ଧନ। ଭାଇ-ଭଉଣୀର ସ୍ନେହର ପର୍ବ। ହେଲେ ଏଥର ଓଡ଼ିଶାର ଅନେକ ଘରେ ରାକ୍ଷୀ ସହ ଆଉ ଗୋଟିଏ କଥାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ସେଇଟା ହେଉଛି—“ସୁଭଦ୍ରା ଟଙ୍କା ଆଇଲା କି?” କିଛି ଦିନର ବ୍ୟବଧାନ ପରେ ଆଜି ରାଜ୍ୟ ସରକାର ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତିର ଟଙ୍କା ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ପଞ୍ଚମ…

    Continue Reading

BlockSpare — News, Magazine and Blog Addons for (Gutenberg) Block Editor