Year: 2026

  • ଛାତ୍ରଙ୍କ ନୂଆ ଡିଜିଟାଲ ପାର୍ଟି ‘କୁତ୍ତା ଜନତା ପାର୍ଟି’
    ,

    ଛାତ୍ରଙ୍କ ନୂଆ ଡିଜିଟାଲ ପାର୍ଟି ‘କୁତ୍ତା ଜନତା ପାର୍ଟି’

      ବ୍ୟୁରୋ, ୨୮/୮: ବିହାରରେ ଚାକିରି ଆଶାୟୀ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ମଧ୍ୟରେ ଏବେ ଏକ ବୟାନକୁ ନେଇ ଜୋରଦାର ବିବାଦ ସୃଷ୍ଟି ହୋଇଛି। ବିହାର ଲୋକସେବା ଆୟୋଗ ବା BPSCର ଜଣେ ଅଧିକାରୀଙ୍କ ମନ୍ତବ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଶାୟୀ ଛାତ୍ର। ଅଧିକାରୀଙ୍କ କଥାରେ କ୍ରୋଧିତ ହୋଇ କିଛି ଯୁବକ ଏବେ ସୋସିଆଲ ମିଡିଆରେ ଏକ ନୂଆ ଧରଣର ପ୍ରତିବାଦ ଆରମ୍ଭ କରିଛନ୍ତି। ଏହି ପ୍ରତିବାଦର ନାଁ ହେଉଛି ‘କୁତ୍ତା ଜନତା ପାର୍ଟି’, ସଂକ୍ଷେପରେ KJP।…

    Continue Reading

BlockSpare — News, Magazine and Blog Addons for (Gutenberg) Block Editor