-

୧୪ ଅଗଷ୍ଟ ରାଶିଫଳ: ଆଜି କେଉଁ ରାଶି ପାଇଁ ଶୁଭ, କାହା ପାଇଁ ସାବଧାନ? ଜାଣନ୍ତୁ ମେଷରୁ ମୀନ ଯାଏଁ
୧୪ ଅଗଷ୍ଟ ଶୁକ୍ରବାର: ଜାଣନ୍ତୁ କେମିତି ରହିବ ଆଜିର ଦିନ ଜ୍ୟୋତିଷ ଗଣନା ଅନୁସାରେ ଆଜି କିଛି ରାଶି ପାଇଁ ଦିନଟି ଉନ୍ନତି ଓ ସଫଳତା ଆଣିପାରେ, ଆଉ କିଛି ରାଶିଙ୍କୁ ଧୈର୍ଯ୍ୟ ଓ ସାବଧାନତାର ସହ ଦିନ କାଟିବାକୁ ପଡ଼ିପାରେ। କାର୍ଯ୍ୟକ୍ଷେତ୍ର, ବ୍ୟବସାୟ, ଧନ, ପ୍ରେମ ଓ ପରିବାର ଜୀବନ କେମିତି ରହିବ, ଆସନ୍ତୁ ଜାଣିବା। ମେଷ ଆଜି କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଦୀର୍ଘଦିନ ଧରି ଅଟକିଥିବା କାମ ଆଗକୁ ବଢ଼ିବ। ଆୟ ବଢ଼ିବାର…
-

ରାଗିଂକୁ ନେଇ ସରକାରଙ୍କ କଡ଼ା ଆଭିମୁଖ୍ୟ: ଗଠନ ହେବ କମିଟି, ସକ୍ରିୟ ରହିବ ଆଣ୍ଟି-ରାଗିଂ ସ୍କ୍ୱାଡ୍
ଭୁବନେଶ୍ୱର: ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବାକୁ ସରକାର ଆହୁରି କଡ଼ା ପଦକ୍ଷେପ ନେବାକୁ ଯାଉଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଓ ଭୟମୁକ୍ତ ପରିବେଶ ସୁନିଶ୍ଚିତ କରିବାକୁ ରାଗିଂ ବିରୋଧରେ ନିରନ୍ତର ନଜର ରଖାଯିବ। ରାଗିଂ ଯେପରି ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ମାନସିକ ଶାନ୍ତିକୁ ପ୍ରଭାବିତ ନକରେ, ସେଥିପାଇଁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯିବ। ରାଗିଂକୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ନଦେଇ ଅଭିଯୋଗ ମିଳିବା ମାତ୍ରେ ନିୟମ ଅନୁସାରେ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯିବ। ରାଗିଂମୁକ୍ତ ଶିକ୍ଷାନୁଷ୍ଠାନ…
-
ଉଡାନ ଭରିବା ପୁର୍ବରୁ ଗଞ୍ଜେଇ ଧୁଆଁରେ ନିସା ଚୁର୍ ଥିଲେ ପାଇଲଟ୍!
ଫୁକେଟ୍-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଘଟଣା ପରେ ବଢ଼ିଲା ଚିନ୍ତା ନୂଆଦିଲ୍ଲୀ: ଫୁକେଟ୍ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଘଟିଥିବା ଗୁରୁତର ଘଟଣାକୁ ନେଇ ଏବେ ନୂଆ ମୋଡ଼। ବିମାନର ପାଇଲଟ୍ଙ୍କ ଡୋପ୍ ଟେଷ୍ଟର ଦ୍ୱିତୀୟ ତଥା କନଫର୍ମେଟୋରୀ ରିପୋର୍ଟରେ ମାରିଜୁଆନା ପଜିଟିଭ୍ ଆସିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଏହା ପରେ ବିମାନ ଯାତ୍ରାର ସୁରକ୍ଷା ଓ ପାଇଲଟ୍ମାନଙ୍କ ଡ୍ରଗ୍ ସ୍କ୍ରିନିଂ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଘଟଣା ପରେ ନିୟମ ଅନୁସାରେ…
-
ପାନ ମସଲା ପ୍ୟାକେଟ୍ରେ ବଡ଼ ପରିବର୍ତ୍ତନ! ଏଣିକି ଚାଲିବନି ପ୍ଲାଷ୍ଟିକ୍ ପାଉଚ୍
ନୂଆଦିଲ୍ଲୀ: ପାନ ମସଲା ପ୍ୟାକେଜିଂକୁ ନେଇ ଆସିଛି ବଡ଼ ପରିବର୍ତ୍ତନ। ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ FSSAI ପାନ ମସଲା ପ୍ୟାକେଜିଂ ପାଇଁ ନିୟମକୁ ଅଧିକ କଠୋର କରିଛି। ନୂଆ ବ୍ୟବସ୍ଥା ଅନୁସାରେ ପାନ ମସଲା ପ୍ୟାକେଜିଂରେ ପ୍ଲାଷ୍ଟିକ୍ ଆଧାରିତ ସାମଗ୍ରୀ ଓ ମେଟାଲାଇଜ୍ଡ ଲେୟର ବ୍ୟବହାର ଉପରେ କଟକଣା ଲାଗିଛି। କ’ଣ ବଦଳିଲା? ନୂଆ ନିୟମ ଅନୁଯାୟୀ ପାନ ମସଲା ପାଇଁ ଏପରି ପ୍ୟାକେଜିଂ ବ୍ୟବହାର କରାଯାଇପାରିବ ନାହିଁ, ଯେଉଁଥିରେ ପଲିଏଥିଲିନ୍, ପଲିପ୍ରପିଲିନ୍, ପଲିଏଷ୍ଟର,…
-
ନବୀନଙ୍କ ପିଲାଦିନ ର ବହୁ ବହୁ କା ଖେଳ କୁ ନେଇ ଏବେ ଚାଲିଛି ଚରିତ୍ର ସଂହାର!
ଭୁବନେଶ୍ୱର: ପିଲାବେଳର କଥାକୁ ନେଇ ଏବେ ସାଧାରଣ ରେ ଉଠିଛି ନୂଆ ଝଡ଼। ଜଣେ ରାଜନୈତିକ ନେତାଙ୍କ ବ୍ୟକ୍ତିଗତ ଜୀବନର ପୁରୁଣା ଘଟଣାକୁ ନେଇ ଏକ ପ୍ରୋଡକାଷ୍ଟରେ ହୋଇଥିବା ଆଲୋଚନା ପରେ ଓଡ଼ିଶାର ରାଜନୈତିକ ମହଲରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମ ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି। ବିଶେଷକରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପିଲାଦିନକୁ ନେଇ ତାଙ୍କର ଜଣେ ସମ୍ପର୍କୀୟଙ୍କ ଦାବିକୁ ନେଇ ବିଭିନ୍ନ ମତ ଆସୁଛି। ଏକ ନିର୍ଦ୍ଧିଷ୍ଟ ଗଣ…
-

ଅଯୋଧ୍ୟା ରାମ ମନ୍ଦିର ପାଇଁ ନିଯୁକ୍ତ ହେବେ CEO!
ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରର ପରିଚାଳନାକୁ ଅଧିକ ବୃତ୍ତିଗତ ଏବଂ ସ୍ୱଚ୍ଛ କରିବା ଦିଗରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଏକ ବଡ଼ ପଦକ୍ଷେପ ନେଇଛି । ମନ୍ଦିର ପ୍ରଶାସନ ପାଇଁ ପ୍ରଥମ ଥର ପାଇଁ ସୃଷ୍ଟି କରାଯାଇଥିବା ମୁଖ୍ୟ ନିର୍ବାହୀ ଅଧିକାରୀ ପଦବୀ ପାଇଁ ଯୋଗ୍ୟତା ମାପଦଣ୍ଡ ଚୂଡ଼ାନ୍ତ ହୋଇଛି । ଏଥିପାଇଁ ଆସନ୍ତା ଜୁଲାଇ ୧୮ ତାରିଖ ସୁଦ୍ଧା ଆବେଦନ ପତ୍ର ଆହ୍ୱାନ କରାଯାଇଛି । ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସର୍ଚ୍ଚ କମିଟି ବୈଠକରେ…
-

କାହିଁକି ଝିଅ ଦିଏ ନାହିଁ ବାପା ମାଙ୍କ ପିଣ୍ଡ
ଗରୁଡ଼ ପୁରାଣ ଅନୁସାରେ ପିତାମାତାଙ୍କ ପାଇଁ ଶ୍ରାଦ୍ଧବ୍ରତ କରିବାର ପ୍ରାଥମିକ ଅଧିକାର ପୁଅକୁ ଦିଆଯାଇଥାଏ । ପୁଅ ଦ୍ବାରା ଦିଆଯାଉଥିବା ଶ୍ରାଦ୍ଧକର୍ମ ଏବଂ ପିଣ୍ଡଦାନ ପୂର୍ବପୁରୁଷଙ୍କୁ ମୁକ୍ତି ଦେଇଥାଏ ବୋଲି କୁହାଯାଏ । ସେଥିପାଇଁ ଝିଅମାନଙ୍କୁ ଏହି କର୍ମ ପାଇଁ ପ୍ରଥମ ଅଧିକାର ଦିଆଯାଇନଥାଏ । ଅନେକ ପରିସ୍ଥିତି ଉପରେ ନିର୍ଭର କରି ଝିଅମାନେ ସେମାନଙ୍କ ପିତାମାତାଙ୍କ ସମ୍ମାନ ପାଇଁ ସେମାନେ ମଧ୍ୟ ଶ୍ରାଦ୍ଧକର୍ମ କରନ୍ତି । ସେମାନଙ୍କ ଅନୁପସ୍ଥିତିରେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଏହି…
-

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ଉପନଗରପାଳ ଜୟନ୍ତ ଦୀକ୍ଷିତ
ବ୍ରଜରାଜନଗର ରାଜନୀତିରେ ଏକ ବଡ଼ ହଲଚଳ ହୋଇଛି। ବିଜୁ ଜନତା ଦଳର ଜଣେ ଟାଣୁଆ ନେତା ତଥା ବ୍ରଜରାଜନଗର ପୌର ପରିଷଦର ପୂର୍ବତନ ଉପନଗରପାଳନ ଜୟନ୍ତ ଦୀକ୍ଷିତ ଦଳର ସମସ୍ତ ପଦପଦବିରୁ ଇସ୍ତଫା ଦେଇଛନ୍ତି। ବିଜେପି, ଯେଉଁ ଦଳରୁ ସେ ନିଜର ଛାତ୍ର ରାଜନୀତି ଆରମ୍ଭ କରିଥିଲେ ସେହି ଦଳକୁ ଫେରିବା ନେଇ ଆଲୋଚନା ଜୋର ଧରିଛି। ନିଜ ଇସ୍ତଫାପତ୍ରରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ଜଣାଇ ଦଳ ଛାଡ଼ିବା ଘୋଷଣା କରିଛନ୍ତି।…
-

ବନ୍ୟା କ୍ଷୟକ୍ଷତି ଆକଳନ ଆରମ୍ଭ; ୨୨ ଜିଲ୍ଲାର ୮୫ ବ୍ଲକ୍ ପ୍ରଭାବିତ
ସୋମବାରଠାରୁ ବନ୍ୟା କ୍ଷୟକ୍ଷତି ଆକଳନ ଆରମ୍ଭ । ରାଜସ୍ବ ଏବଂ କୃଷି ବିଭାଗର ଅଧିକାରୀ ମାନେ ବନ୍ୟାରେ ହୋଇଥିବା କ୍ଷୟକ୍ଷତି ଆକଳନ କରୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ । ପ୍ରାଥମିକ ଭାବରେ ୪୨ କୋଟି ୮୦ଲକ୍ଷ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି । କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ଜିଲ୍ଲାପାଳ ମାନଙ୍କୁ ୩୬କୋଟି ୯୮ ଲକ୍ଷ ଟଙ୍କା ପଠାଯାଇଛି । ଆଜି ଆଉ ୧୧୦କୋଟି ଟଙ୍କା ରାଜ୍ୟ…
-

ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଘରେ ନେତାଙ୍କ ଭିଡ଼
କଟକ ରାଜନୀତିରେ ଆଜି ନୂଆ ଚର୍ଚ୍ଚା । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ନେଇ ରାଜନୈତିକ ମହଲରେ ବଢ଼ିଛି ଉତ୍ସୁକତା । ସକାଳୁ ସକାଳୁ ତାଙ୍କ କଟକ ସ୍ଥିତ ବାସଭବନରେ ସମର୍ଥକଙ୍କ ଭିଡ଼ ଜମିଛି । ସୂଚନା ଅନୁସାରେ, ପ୍ରଭାତ ବିଶ୍ୱାଳ ଆଜି ଏକ ବିଶାଳ ରାଲିରେ ଯୋଗଦେଇ ବିଜେପିରେ ସାମିଲ ହୋଇପାରନ୍ତି । ତାଙ୍କ ସହ ବହୁ ସମର୍ଥକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବା ନେଇ ଚର୍ଚ୍ଚା ଚାଲିଛି । ପ୍ରଭାତ ବିଶ୍ୱାଳଙ୍କ ରାଜନୈତିକ ଗତିବିଧିକୁ…

Latest News


Stay Connected
Categories
- ଅପରାଧ (26)
- ଅର୍ଥନୀତି (5)
- ଅର୍ନ୍ତଜାତୀୟ (10)
- କଳା ଓ ସଂସ୍କୃତି (4)
- କ୍ରୀଡା (0)
- ଜାଣିବାକଥା (15)
- ଜାତୀୟ (30)
- ଦୁର୍ଘଟଣା (2)
- ଧର୍ମ (6)
- ପର୍ଯ୍ୟଟନ (5)
- ପାଣିପାଗ (8)
- ବାଣିଜ୍ୟ (8)
- ବିଜ୍ଞାନ (1)
- ବୈଦେଶିକ ବ୍ୟାପାର (1)
- ମନୋରଞ୍ଜନ (1)
- ରାଜନୀତି (9)
- ରାଜ୍ୟ (73)
- ରାଶିଫଳ (4)
- ଲାଇଫ ଷ୍ଟାଇଲ (13)
- ଶିକ୍ଷା (7)
- ସଂସ୍କୃତି (6)
- ସାମାଜିକ (9)
- ସାହିତ୍ୟ (2)
- ସ୍ୱତନ୍ତ୍ର (15)
- ସ୍ୱାସ୍ଥ୍ୟ (9)
You May Have Missed

















