-

OCS ପରୀକ୍ଷାରେ ବଡ଼ ପରିବର୍ତ୍ତନ, ଆଶାୟୀଙ୍କ ପାଇଁ ବଢ଼ିଲା ସୁଯୋଗ
ଭୁବନେଶ୍ୱର, ୧୫/୦୮: ଓଡ଼ିଶାର ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ OCS ପରୀକ୍ଷା ଓ ସରକାରୀ ନିଯୁକ୍ତିକୁ ନେଇ ଅନେକ ବଡ଼ ଘୋଷଣା କରିଛନ୍ତି। ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି OCS ପରୀକ୍ଷାରେ ଆଉ ନିର୍ଦ୍ଦିଷ୍ଟ ଆଟେମ୍ପଟ୍ ସୀମା ରହିବ ନାହିଁ। ପୂର୍ବରୁ ଥିବା ସର୍ବାଧିକ ୬ଟି ସୁଯୋଗର ବ୍ୟବସ୍ଥାକୁ ହଟାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ଫଳରେ ଯୋଗ୍ୟ ଆଶାୟୀମାନେ…
-

କଢ ଲେଉଟିଲା କରୋନା,ରାଜଧାନୀରେ ପୁଣି କୋଭିଡ୍ ଚିନ୍ତା, ଜଣେ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର, ୧୫/୦୮: ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ଖବର ପରେ ଲୋକଙ୍କ ଛାତିରେ ଛନକା ପସିଛି। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ବୟସ ପ୍ରାୟ ୫୦ ବର୍ଷ। ଅସୁସ୍ଥ ହେବା ପରେ ତାଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା। ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ଜଣାରଡିଛି। ସୂଚନା ଅନୁସାରେ, ସଂକ୍ରମିତ ବ୍ୟକ୍ତିଙ୍କର ଅନ୍ୟ କିଛି ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ରହିଛି। ତେଣୁ ତାଙ୍କୁ…
-

ଆଜି ଭି ମନେପଡେ ସେହି କାଳରାତିର କାର୍ଗିଲ୍ ଯୁଦ୍ଧ: ମସ୍କୋହ ଭ୍ୟାଲିରେ ଉଡ଼ିଲା ତ୍ରିରଙ୍ଗା, ସହିଦ ହୋଇଥିଲେ ୩ ଓଡ଼ିଆ
ଭୁବନେଶ୍ୱର, ୧୫/୮: ୧୯୯୯ ମସିହାର କାର୍ଗିଲ୍ ଯୁଦ୍ଧରେ ଭାରତୀୟ ସେନାର ଯବାନମାନେ ନିଜ ଜୀବନକୁ ପାଣି ଛଡ଼ାଇ ଦେଶ ପାଇଁ ଲଢ଼ିଥିଲେ। ଶତ୍ରୁ ସେନା ପାହାଡ଼ ଉପରେ ଲୁଚି ରହି ଭାରତୀୟ ଯବାନଙ୍କ ଉପରେ ଗୁଳି ଚଳାଉଥିଲେ। ତଥାପି ଭାରତୀୟ ଯବାନମାନେ ଭୟ ନକରି ଆଗକୁ ବଢ଼ିଥିଲେ। ଏହି ଯୁଦ୍ଧର ଏକ ବଡ଼ ଅଭିଯାନ ମସ୍କୋହ ଭ୍ୟାଲିର ହେଲମେଟ୍ ହିଲ୍ରେ ହୋଇଥିଲା। ସେତେବେଳେ ସେଠାରେ ପାକିସ୍ତାନୀ ସେନା ନିଜର ବଙ୍କର କରି ରହିଥିଲା। ଭାରତୀୟ ସେନାର ଲକ୍ଷ୍ୟ…
-

ଓଡ଼ିଶା ପୋଲିସର ନୂଆ ଦାୟିତ୍ୱରେ ବିନୟତୋଷ ମିଶ୍ର
ଭୁବନେଶ୍ୱର: ଓଡ଼ିଶା ପୋଲିସରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କ୍ରାଇମବ୍ରାଞ୍ଚର ଡିଜି ବିନୟତୋଷ ମିଶ୍ରଙ୍କୁ ରାଜ୍ୟ ଡିଜିପିଙ୍କ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏହି ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି। ବିନୟତୋଷ ମିଶ୍ର ୧୯୯୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀ। ସେ ବର୍ତ୍ତମାନ କ୍ରାଇମବ୍ରାଞ୍ଚର ଡିଜି ଭାବେ କାମ କରୁଛନ୍ତି। ଏବେ ତାଙ୍କ ଉପରେ ରାଜ୍ୟ ପୋଲିସର ଡିଜିପି ଦାୟିତ୍ୱ ମଧ୍ୟ ରହିବ। ଅର୍ଥାତ୍, ସେ କ୍ରାଇମବ୍ରାଞ୍ଚର କାମ ସହିତ ଡିଜିପିଙ୍କ ଦାୟିତ୍ୱ ମଧ୍ୟ…
-

୮୦ତମ ସ୍ୱାଧୀନତା ଦିବସ: ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ‘ବନ୍ଦେ ମାତରମ୍’ରେ ଗୁଞ୍ଜିଲା ଲାଲକିଲ୍ଲା
ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି ୮୦ତମ ସ୍ୱାଧୀନତା ଦିବସ। ଏହି ଐତିହାସିକ ଦିବସ ଅବସରରେ ନୂଆଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ତ୍ରିରଙ୍ଗା ଉଡ଼ିବା ସହ ଲାଲକିଲ୍ଲା ପରିସରରେ ଦେଶଭକ୍ତିର ଭାବନା ଆହୁରି ତୀବ୍ର ଝଲସି ହୋଇଉଠିଥିଲା। ଜାତୀୟ ପତାକା ଉତ୍ତୋଳନ ସମୟରେ ୧୭୨୧ ଫିଲ୍ଡ ବ୍ୟାଟେରୀ ପକ୍ଷରୁ ୨୧ ତୋପ ସଲାମୀ ଦିଆଯାଇଥିଲା। ଏହି ଗରିମାମୟ ମୁହୂର୍ତ୍ତ ଭାରତର ସ୍ୱାଧୀନତା, ସାର୍ବଭୌମତ୍ୱ ଓ ଜାତୀୟ ଏକତାର ପ୍ରତୀକ…
-

୧୫ ଅଗଷ୍ଟ ୨୦୨୬ ଆଜିର ରାଶିଫଳ। ମେଷରୁ ମୀନ ପର୍ଯ୍ୟନ୍ତ ୧୨ ରାଶିର ଦୈନିକ ଭାଗ୍ୟଫଳ, ଧନଲାଭ, ଚାକିରି, ବ୍ୟବସାୟ, ପ୍ରେମ, ପରିବାର ଓ ଶୁଭ ରଙ୍ଗ ଜାଣନ୍ତୁ।
♈ ମେଷ ଆଜି ଆପଣଙ୍କ ମନୋବଳ ଭଲ ରହିବ। କାମରେ ନୂଆ ସୁଯୋଗ ମିଳିପାରେ। ଅଟକିଥିବା କାମ ଆଗକୁ ବଢ଼ିବ। ଟଙ୍କା ପଇସାରେ ଅତ୍ୟଧିକ ଝୁମ୍ପ ନେବା ଠିକ୍ ନୁହେଁ। ପରିବାରରେ କାହାରୋ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ଛୋଟ ମତଭେଦ ହେଲେ ଶାନ୍ତ ରୁହନ୍ତୁ। ଶୁଭ ରଙ୍ଗ: ଲାଲଶୁଭ ସଂଖ୍ୟା: ୯ ♉ ବୃଷ ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ। ପୁରୁଣା ଟଙ୍କା ଫେରିପାଇବାର ସମ୍ଭାବନା ଅଛି। ବ୍ୟବସାୟୀମାନେ ନୂଆ ଗ୍ରାହକ ପାଇପାରନ୍ତି। ଘରେ…
-

ବୃଦ୍ଧାଶ୍ରମରେ ୭୪ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ: ଭିଡିଓ କଲ୍ରେ ହେଲା ଅନ୍ତିମ ସଂସ୍କାର, ଅସ୍ତି ନେବାକୁ ବି ଆସିଲେନି ଝିଅ
ନମସ୍କାର। ଓଡ଼ିଆ ଟ୍ରଷ୍ଟର ଏହି ବିଶେଷ ରିପୋର୍ଟକୁ ସ୍ୱାଗତ କରୁଛି ମୁଁ ରାଧାଶ୍ୟାମ। ବନ୍ଧୁଗଣ, ଆଜି ଆପଣଙ୍କ ସମ୍ମୁଖକୁ ଏମିତି ଏକ ହୃଦୟବିଦାରକ କାହାଣୀ ଆଣିଛି, ଯାହା ଶୁଣିଲେ ମନ ବିଚଳିତ ହୋଇଯିବ। ମନରେ ଅନେକ ପ୍ରଶ୍ନ ଉଠିବ, ଆଉ ମୁହଁରୁ ଅନାୟାସରେ ବାହାରି ଆସିବ—‘ଛି, ଛି…!’ କିନ୍ତୁ ଏହା କେବଳ ଗୋଟିଏ ପରିବାରର କାହାଣୀ ନୁହେଁ। ବଦଳୁଥିବା ସମାଜ ଓ ପରିବାର ବ୍ୟବସ୍ଥା ଭିତରେ ବୃଦ୍ଧ ବାପା-ମାଆଙ୍କ ପ୍ରତି ଆମ ଦାୟିତ୍ୱକୁ ନେଇ ଏହା ଏକ…
-

ଛେନା-ପନିର ଦର ବଢ଼ିଲା: ୧୫ ଅଗଷ୍ଟରୁ ନୂଆ ଦର
ଭୁବନେଶ୍ୱର: ପର୍ବପର୍ବାଣୀ ପୂର୍ବରୁ ଗ୍ରାହକଙ୍କୁ ଲାଗିଛି ଆଉ ଏକ ଝଟକା। ଛେନା ଓ ପନିର ଦର ବୃଦ୍ଧି କରାଯାଇଥିବା ବେଳେ ଆସନ୍ତା ୧୫ ଅଗଷ୍ଟ ୨୦୨୬ରୁ ନୂଆ ଦର ଲାଗୁ ହେବ। ରାଜଧାନୀ ଦୁଗ୍ଧଜାତ ବ୍ୟବସାୟୀ ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି। ସଂଘର ସୂଚନା ଅନୁସାରେ, ଓମ୍ଫେଡ୍ କ୍ଷୀର ଦର ଲିଟର ପ୍ରତି ୪ ଟଙ୍କା ବଢ଼ିବା ସହ ଗୋ-ଖାଦ୍ୟର ମୂଲ୍ୟ ବୃଦ୍ଧି ପାଇଛି। ଫଳରେ କ୍ଷୀର ସଂଗ୍ରହଠାରୁ ଆରମ୍ଭ କରି ଛେନା ଓ…
-

ଟ୍ରାଫିକ୍ ପୁଲିସଙ୍କୁ ଆକ୍ରମଣ ଓ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୨ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ବ୍ରହ୍ମପୁର ଟାଉନଥାନା ପୋଲିସ
ବ୍ରହ୍ମପୁର ଟ୍ରାଫିକ୍ ପୁଲିସଙ୍କୁ ଆକ୍ରମଣ ଓ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୨ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ବ୍ରହ୍ମପୁର ଟାଉନଥାନା ପୋଲିସ।ଦୁଇ ଅଭିଯୁକ୍ତ ଅନନ୍ତ କେଶରୀ ଦେବ ଏବଂ ଶିବରାମ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ। ଏହାସହ ଘଟଣା ରେ ସମ୍ପୃକ୍ତ KIA କାର୍ଟିକୁ ମଧ୍ୟ ଜବତ କରାଯାଇଛି। ଘଟଣାରେ ବ୍ରହ୍ମପୁର ଟାଉନ୍ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ASI ନିଗମ ଚନ୍ଦ୍ର ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି। ସୁଚନା ଗେଟ୍ ବଜାର ଫ୍ଲାଏଓଭର…
-

ବ୍ରହ୍ମପୁରରେ ମଦ୍ୟପ ଯୁବକଙ୍କ ହଙ୍ଗାମା, ରାସ୍ତା ମଝିରେ ଟ୍ରାଫିକ୍ ପୋଲିସଙ୍କ ସହ ଦୁର୍ବ୍ୟବହାର
ରାସ୍ତା ମଝିରେ ହାଇଡ୍ରାମା ବ୍ରହ୍ମପୁର ସହରର ବିଚ୍ ରାସ୍ତାରେ ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ। ରାସ୍ତା ମଝିରେ ଗାଡ଼ି ରଖି ପୋଲିସକୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ପୋଲିସ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରୁଥିବା ଦେଖାଯାଉଛି। କର୍ତ୍ତବ୍ୟରତ ପୋଲିସଙ୍କ ପ୍ରତି ଯୁବକଙ୍କ ଏଭଳି ଆଚରଣକୁ ନେଇ ସାଧାରଣରେ ତୀବ୍ର ନିନ୍ଦା ପ୍ରକାଶ ପାଇଛି। ଘଟଣାଟିକୁ ନେଇ ଏବେ ବ୍ରହ୍ମପୁର ସହରରେ…

Latest News


Stay Connected
Categories
- ଅପରାଧ (26)
- ଅର୍ଥନୀତି (5)
- ଅର୍ନ୍ତଜାତୀୟ (10)
- କଳା ଓ ସଂସ୍କୃତି (4)
- କ୍ରୀଡା (0)
- ଜାଣିବାକଥା (15)
- ଜାତୀୟ (30)
- ଦୁର୍ଘଟଣା (2)
- ଧର୍ମ (6)
- ପର୍ଯ୍ୟଟନ (5)
- ପାଣିପାଗ (8)
- ବାଣିଜ୍ୟ (8)
- ବିଜ୍ଞାନ (1)
- ବୈଦେଶିକ ବ୍ୟାପାର (1)
- ମନୋରଞ୍ଜନ (1)
- ରାଜନୀତି (9)
- ରାଜ୍ୟ (73)
- ରାଶିଫଳ (4)
- ଲାଇଫ ଷ୍ଟାଇଲ (13)
- ଶିକ୍ଷା (7)
- ସଂସ୍କୃତି (6)
- ସାମାଜିକ (9)
- ସାହିତ୍ୟ (2)
- ସ୍ୱତନ୍ତ୍ର (15)
- ସ୍ୱାସ୍ଥ୍ୟ (9)
You May Have Missed

















