-

ମହିଳା ସରପଞ୍ଚଙ୍କୁ ଆକ୍ରମଣ ଅଭିଯୋଗ, ବିଧାୟକଙ୍କ ପୁଅଙ୍କ ଗିରଫ ଦାବିରେ ତେଜିଲା ରାଜନୀତି
ଆସିକା: ମହିଳା ସରପଞ୍ଚଙ୍କୁ ଆକ୍ରମଣ ଅଭିଯୋଗକୁ ନେଇ ତେଜିଛି ରାଜନୀତି। ଆସିକାରୁ ଆରମ୍ବ ହୋଇଥିବା ଉସ୍ମତା ଏବେ ରାଜଧାନି ରେ ପହଞ୍ଚିଛି ..ସମିିତି ବୈଠକରେ ଆସିକା ବିଧାୟକ ଶରଜ ପାଢିଙ୍କ ପୁଅ ଜଣେ ମହିଳା ସରପଞ୍ଚଙ୍କୁ ଖରାପ ଆଚରଣ ସହ ଅସଭ୍ୟ ଭାସାରେ ଗାଳି ଗୁଲଜ କରିବାର ଭିଡିଓ ଲୋକ ଲୋଚନ କୁ ଆସିଥିଲା.. ଖୋଦ ପୋଲିସ ଉପସ୍ଥିତିରେ ଏଭଳି ଘଟଣା ଘଟିବା ପରେ ସମସ୍ତ ସରପଞ୍ଚ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ..ହେଲେ ପୋଲିସ…
-

ପେଟ୍ରୋଲ ପମ୍ପରୁ ତମ୍ବା କେବୁଲ ଚୋରି, ୩ ଗିରଫ; ଚୋରି ସାମଗ୍ରୀ କିଣିଥିବା ସ୍କ୍ରାପ୍ ବ୍ୟବସାୟୀ ବି ଗିରଫ
ବ୍ରହ୍ମପୁର: ପେଟ୍ରୋଲ ପମ୍ପରୁ ତାମ୍ବା କେବୁଲ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ବ୍ରହ୍ମପୁର ସଦର ଥାନା ପୋଲିସ। ଏହି ଘଟଣାରେ ଦୁଇ ଜଣ ଚୋରଙ୍କ ସହ ଚୋରି ସାମଗ୍ରୀ କିଣିଥିବା ଜଣେ ସ୍କ୍ରାପ୍ ବ୍ୟବସାୟୀଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କଠାରୁ ଚୋରି ହୋଇଥିବା ତମ୍ବା ମଧ୍ୟ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ସେପ୍ଟେମ୍ବର ୧୧ ତାରିଖରେ ବାଘଝରି କାଳୁଆ ଗେଟ୍ ଛକ ନିକଟସ୍ଥ JIO BP ପେଟ୍ରୋଲ ପମ୍ପର ପଛପଟୁ ତମ୍ବା କେବୁଲ ଚୋରି ହୋଇଥିଲା। ଘଟଣା…
-

ପାରିବାରିକ ବିବାଦକୁ ନେଇ ପଡ଼ୋଶୀଙ୍କୁ ଆକ୍ରମଣ, ଲୁହା ରଡ୍ରେ ମୁଣ୍ଡରେ ମାଡ଼; ଅଭିଯୁକ୍ତ ଗିରଫ
ବ୍ରହ୍ମପୁର: ପାରିବାରିକ ବିବାଦକୁ କେନ୍ଦ୍ର କରି ପଡ଼ୋଶୀଙ୍କୁ ଲୁହା ରଡ୍ରେ ଆକ୍ରମଣ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ବୈଦ୍ୟନାଥପୁର ଥାନା ପୋଲିସ। ଏହି ଘଟଣା ବ୍ରହ୍ମପୁରର ଲାଞ୍ଜିପଲ୍ଲୀ ଅଞ୍ଚଳର ଗଣେଶନଗର ପ୍ରଥମ ଲେନ୍ରେ ଘଟିଛି। ପୋଲିସ ସୂଚନା ଅନୁସାରେ, ଗଣେଶନଗର ପ୍ରଥମ ଲେନ୍ର ଜଣେ ୨୨ ବର୍ଷୀୟ ଯୁବକ ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, ଗତ ୧୨ ତାରିଖ ରାତି ପ୍ରାୟ ୧୧ଟା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ…
-

ଡାଲମା କାହାର? ୟୁପି ଦାବି ପରେ ତେଜିଲା ବିବାଦ, ଶ୍ରୀମନ୍ଦିର ଭୋଗରୁ ଓଡ଼ିଆ ଘରର ପରିଚୟ ଡାଲମା
ପୁରୀ, ୧୩/୦୯: ଓଡ଼ିଆ ଖାଦ୍ୟ କଥା ଉଠିଲେ ଡାଲମାର ନାଁ ଆପେଆପେ ଆସେ। ଅନ୍ନ ସାଙ୍ଗରେ ଡାଲମା—ଏହି ଯୋଡ଼ି ଓଡ଼ିଆଙ୍କ ଖାଦ୍ୟ ପରମ୍ପରାର ଏକ ସ୍ୱତନ୍ତ୍ର ପରିଚୟ। ବିଶେଷକରି ଶ୍ରୀକ୍ଷେତ୍ର ପୁରୀରେ ଡାଲମାର ରହିଛି ଭିନ୍ନ ମହତ୍ତ୍ୱ। ଶ୍ରୀମନ୍ଦିରର ଭୋଗରେ ଡାଲମାର ସ୍ଥାନ ଥିବାରୁ ଏହା କେବଳ ଏକ ବ୍ୟଞ୍ଜନ ନୁହେଁ, ବରଂ ଓଡ଼ିଶାର ଖାଦ୍ୟ ଓ ପରମ୍ପରା ସହ ଜଡ଼ିତ ଏକ ଭାବନା। ଏହି ଡାଲମାକୁ ନେଇ ଏବେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା। ଉତ୍ତରପ୍ରଦେଶ…
-

ପୁଅ ଦେଖିଦେଲା ମା’ର ଗୁପ୍ତ ସମ୍ପର୍କ, ସତ ଜଣାଇବାକୁ ଦେଲା ଚେତାବନୀ; ପ୍ରେମୀକ ସହ ମିସି ପୁଅକୁ ହତ୍ୟା କଲା ଜହ୍ଲାଦ ମାଁ
ନୂଆଦିଲ୍ଲୀ: ମା’ଙ୍କର ଗୁପ୍ତ ସମ୍ପର୍କ ବିଷୟରେ ଜାଣିଗଲା ନାବାଳକ ପୁଅ। ପରିବାରରେ ସବୁ ସତକଥା କହିଦେବାକୁ ଦେଲା ଚେତାବନୀ। ହେଲେ ଏହି ସତ ହିଁ ତା’ ପାଇଁ ପାଲଟିଗଲା ମୃତ୍ୟୁର କାରଣ। ଉତ୍ତରପ୍ରଦେଶର କାନପୁର ଜିଲ୍ଲାରୁ ଆସିଥିବା ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଏବେ ଚର୍ଚ୍ଚାରେ। ପୋଲିସ ସୂଚନା ଅନୁସାରେ, ମୃତ ନାବାଳକଙ୍କ ବୟସ ୧୪ ବର୍ଷ। ତାଙ୍କ ବାପା ଗୁଜରାଟରେ ଏକ ବେସରକାରୀ ସଂସ୍ଥାରେ କାମ କରୁଥିବାବେଳେ ଘରେ ମା’ ତିନି ପୁଅଙ୍କ ସହ ରହୁଥିଲେ।…
-

ପଲିଥିନ୍ ତଳେ ବିତୁଛି ଜୀବନ। ମୁଣ୍ଡ ଉପରେ ଛାତ ନାହିଁ,ପଦ୍ମିନୀଙ୍କ ମୁଣ୍ଡ ଉପରେ କେବେ ପକ୍କା ଛାତ
ଉମରକୋଟ, ୧୩/୯: ପଲିଥିନ୍ ତଳେ ବିତୁଛି ଜୀବନ। ମୁଣ୍ଡ ଉପରେ ଛାତ ନାହିଁ, ଚାରିପଟେ କାନ୍ଥ ନାହିଁ। ବର୍ଷା ହେଲେ ଘର ଭିତରେ ପାଣି-କାଦୁଅ, ରାତି ହେଲେ ଜଙ୍ଗଲି ଜନ୍ତୁଙ୍କ ଭୟ। ଏଭଳି ଦୟନୀୟ ସ୍ଥିତିରେ ଜୀବନ କାଟୁଛନ୍ତି ୬୦ ବର୍ଷୀୟା ପଦ୍ମିନୀ ମାଝୀ। ସରକାରୀ ସହାୟତା ନାଁରେ ମିଳୁଛି କେବଳ ୫ କେଜି ଚାଉଳ। ନା ମିଳିଛି ଆବାସ ଘର, ନା ଭତ୍ତା। ଅସହାୟ ମହିଳାଙ୍କ ଏଭଳି ଦୁର୍ଦ୍ଦଶା ଏବେ ସରକାରୀ ଯୋଜନାର ବାସ୍ତବ ଚିତ୍ରକୁ…
-

କ୍ୟାମ୍ପସରେ ରାଜନୀତିର ତାତି! ଉତ୍କଳ, ବିଜେବି ପରେ ରାଜଧାନୀ କଲେଜରେ ଛାତ୍ର-ଅଣଛାତ୍ର ମୁହାଁମୁହିଁ
ଭୁବନେଶ୍ୱର: କଲେଜ କ୍ୟାମ୍ପସରେ ପାଠପଢ଼ା ପରିବେଶ ନା ଗୋଷ୍ଠୀ ଶକ୍ତିର ପ୍ରଦର୍ଶନ? ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ, ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ କ୍ୟାମ୍ପସ ରାଜନୀତିକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି। ଉତ୍କଳ ବିଶ୍ୱବିଦ୍ୟାଳୟ, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରେ ଏବେ ରାଜଧାନୀ କଲେଜରେ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଛି। ବୁଧବାର ରାଜଧାନୀ କଲେଜ ପରିସରରେ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ହାତାହାତି ପରିସ୍ଥିତି…
-

ଲଘୁଚାପରେ ଭିଜିବ ଓଡ଼ିଶା, ୧୨ ଯାଏଁ ପ୍ରବଳ ବର୍ଷା!
ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଓଡ଼ିଶା ପାଇଁ ବର୍ଷାର ବଡ଼ ସଙ୍କେତ ଦେଇଛି। ଲଘୁଚାପ ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତନଠାରୁ ପ୍ରାୟ ୯.୪ କିମି ଉଚ୍ଚତା ଯାଏଁ ବିସ୍ତାରିତ ରହିଥିବାରୁ ଆଗାମୀ ୪୮ ଘଣ୍ଟାରେ ରାଜ୍ୟର ଅନେକ ଅଞ୍ଚଳରେ ପାଗ ବିଗିଡ଼ିବା ସମ୍ଭାବନା ରହିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ମାରିପାରେ। ବିଶେଷକରି କଳାହାଣ୍ଡି ଓ କନ୍ଧମାଳ…
-

ଡାଏଲିସିସ୍ ରୋଗୀ ଏହି ନିୟମ ମାନନ୍ତୁ
ଡାୟଲିସିସ୍ ଚାଲିଥିବା ସମୟରେ ଖାଦ୍ୟ, ପାଣି, ଔଷଧ ଓ ଦୈନନ୍ଦିନ ଅଭ୍ୟାସ ପ୍ରତି ବିଶେଷ ସତର୍କତା ଜରୁରୀ। ଅବହେଳା କଲେ ଶରୀରରେ ପାଣି ଜମିବା, ରକ୍ତଚାପ ବଢ଼ିବା ଓ ଅନ୍ୟାନ୍ୟ ସମସ୍ୟା ହୋଇପାରେ। ୧. ପାଣି ଅଧିକ ପିଅନ୍ତୁ ନାହିଁ ଡାଏଲିସିସ୍ ରୋଗୀଙ୍କ ପାଇଁ କେତେ ପାଣି ଆବଶ୍ୟକ, ତାହା ସମସ୍ତଙ୍କ ପାଇଁ ସମାନ ନୁହେଁ। ଡାକ୍ତର ଯେତିକି ତରଳ ଗ୍ରହଣ କରିବାକୁ କହିଛନ୍ତି, ସେତିକି ହିଁ ନିଅନ୍ତୁ। ପାଣି ସହିତ ଚା, କଫି, ସୁପ୍ ଓ…
-

୮୦ ଦଶକର ଷ୍ଟାଇଲ୍ — ଫେରି ଆସିଛି ପୁରୁଣା ଜମାନା
ଆଜିକାଲି ସୋସିଆଲ୍ ମିଡିଆ ଖୋଲିଲେ ଗୋଟିଏ ଜିନିଷ ବାରମ୍ବାର ଆଖିରେ ପଡ଼ୁଛି—୮୦ ଦଶକର ଲୁକ୍! ରଙ୍ଗୀନ ପୋଷାକ, ବଡ଼ ଚୁଟି, ଭିଣ୍ଟେଜ୍ ଚଶମା, ଡେନିମ୍ ଜ୍ୟାକେଟ୍ ଏବଂ ପୁରୁଣା ଫିଲ୍ମର ହିରୋ-ହିରୋଇନ୍ ଭଳି ଷ୍ଟାଇଲ୍। ଯେଉଁ ଫ୍ୟାଶନ୍ ଏକ ସମୟରେ ପୁରୁଣା ବୋଲି ଲାଗୁଥିଲା, ଆଜି ସେହି ଷ୍ଟାଇଲ୍ ପୁଣି ଟ୍ରେଣ୍ଡରେ। କିନ୍ତୁ ପ୍ରଶ୍ନ ହେଉଛି—୮୦ ଦଶକର ଫ୍ୟାଶନ୍ ଏତେ ଲୋକପ୍ରିୟ କାହିଁକି ହେଉଛି? ୮୦ ଦଶକ ଥିଲା ଅଲଗା ଏକ ଯୁଗ। ସେତେବେଳେ ଫ୍ୟାଶନ୍ ମାନେ…

Latest News


Stay Connected
Categories
- ଅପରାଧ (26)
- ଅର୍ଥନୀତି (5)
- ଅର୍ନ୍ତଜାତୀୟ (10)
- କଳା ଓ ସଂସ୍କୃତି (4)
- କ୍ରୀଡା (0)
- ଜାଣିବାକଥା (15)
- ଜାତୀୟ (30)
- ଦୁର୍ଘଟଣା (2)
- ଧର୍ମ (6)
- ପର୍ଯ୍ୟଟନ (5)
- ପାଣିପାଗ (8)
- ବାଣିଜ୍ୟ (8)
- ବିଜ୍ଞାନ (1)
- ବୈଦେଶିକ ବ୍ୟାପାର (1)
- ମନୋରଞ୍ଜନ (1)
- ରାଜନୀତି (9)
- ରାଜ୍ୟ (73)
- ରାଶିଫଳ (4)
- ଲାଇଫ ଷ୍ଟାଇଲ (13)
- ଶିକ୍ଷା (7)
- ସଂସ୍କୃତି (6)
- ସାମାଜିକ (9)
- ସାହିତ୍ୟ (2)
- ସ୍ୱତନ୍ତ୍ର (15)
- ସ୍ୱାସ୍ଥ୍ୟ (9)
You May Have Missed













